କମଲ ହାସନଙ୍କ ‘ଇଣ୍ଡିଆନ-୨’ ସୁଟିଂ ସେଟରେ ଦୁର୍ଘଟଣା 3 ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ ଭାରତର ପ୍ରସିଦ୍ଧ ଫିଲ୍ମ ନିର୍ମାତା କମଲ ହାସନଙ୍କ ଫିଲ୍ମ ସେଟରେ ଦୁର୍ଘଟଣା ଘଟିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଫିଲ୍ମ ‘ଇଣ୍ଡିଆନ-2’ ସୁଟିଂ ସେଟରେ ଏହି ଦୁର୍ଘଟଣା ଘଟିବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛି । ଫିଲ୍ମ…