ରାଜଧାନୀରେ ବାଆଇନ ମଣ୍ଡପ ସିଲ୍ ପ୍ରକ୍ରିୟା ଜାରି
ଓଡିଶା ଫାଷ୍ଟ( ବ୍ୟୁରୋ): ରାଜଧାନୀରେ ବେଆଇନ ଭାବରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ସିଲ ପ୍ରକ୍ରିୟା ଆଜି ଦ୍ୱୀତିୟ ଦିନରେ ପହଞ୍ଚିଛି । ପ୍ରଥମ ଦିନରେ ୮ଟି ମଣ୍ଡପ ସିଲ କରାଯାଇଥିଲା। ମଙ୍ଗଳବାର ପ୍ରଥମେ ଏକାମ୍ର କଲେଜ ପାଖରେ ଥିବା ଗୋଖି ବାବା କଲ୍ୟାଣ ମଣ୍ଡପକୁ ସିଲ କରିଛନ୍ତି…