୩ ବର୍ଷ ବଢ଼ିଲା କାଳିଆ ଯୋଜନା
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ୩ ବର୍ଷ ବଢ଼ିଲା କାଳିଆ ଯୋଜନା । ଫଳରେ ୨୦୨୭ ଯାଏ ବଢ଼ିଲା କାଳିଆ ଯୋଜନା । କାଳିଆ ଯୋଜନାରେ କୃଷକମାନଙ୍କୁ ଆର୍ଥିକ ପ୍ରଗତିର ମୁଖ୍ଯସ୍ରୋତରେ ସାମିଲ କରିବା ସହ ରାଜ୍ୟର ଆର୍ଥିକ ବୃଦ୍ଧିରେ ସହଭାଗିତାକୁ ସୁନିଶ୍ଚିତ କରିବାକୁ କାଳିଆ ଯୋଜନାକୁ ଆଉ ତିନିବର୍ଷ…