କଳାହାଣ୍ଡିର କୋଭିଡ ୧୯ ହସ୍ପିଟାଲର ପରିଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୫ଟି ସଚିବ ଭିକେ ପାଣ୍ଡିଆନ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ୫ଟି ସଚିବ କଳାହାଣ୍ଡିଠାରେ କାର୍ଯ୍ୟକ୍ଷମ ହେବାକୁ ଥିବା କୋଭିଡ ହସ୍ପିଟାଲର ସମୀକ୍ଷା କରିଥିଲେ । କଳାହାଣ୍ଡି ଜିଲ୍ଲାରେ ଏହା ପ୍ରଥମ କୋଭିଡ ହସ୍ପିଟାଲ ହେବ । ହସ୍ପିଟାଲର ଭିତ୍ତିଭୂମି ଉପରେ…