କଦଳୀ ଫୁଲ ବରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆବଶ୍ଯକ ସାମଗ୍ରୀ: କଦଳୀ ଫୁଲ, ଚଣା ଡାଲି, ତେଲ, ଧନିଆପତ୍ର, ପିଆଜ, କଞ୍ଚାଲଙ୍କା, ଶୁଖିଲା ଲଙ୍କା, ଭ୍ସଙ୍ଗ ପତ୍ର, ଲୁଣ, ରସୁଣ, ଜୀରା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ରାଉଣ୍ଡରରେ ଚଣାଡାଲି ଏବଂ ଶୁଖିଲା ଲଙ୍କା, ରସୁଣ ପକାଇ ଭଲ ଭାବେ ପେଷ୍ଟ ପ୍ରସ୍ତୁତ…