Browsing Tag

kabul biman strick

କାବୁଲ ବିମାନ ବନ୍ଦର ବନ୍ଦ, ଦେଶ ଛାଡିବା ଲାଗି ସୀମାକୁ ମୁହାଁଇଲେ ଆଫଗାନ ନାଗରିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିଶ୍ରୁତି ମୁତାବକ ଆମେରିକା ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନ ଖାଲି କରିଦେଇଛି। ଆମେରିକୀୟ ସୈନିକଙ୍କୁ ନେଇ ଶେଷ ବିମାନ ଉଡାଣ କରିବା ପରେ କାବୁଲ ବିମନବନ୍ଦରକୁ ଅନ୍ତର୍ଜାତୀୟ ଉଡାଣ ଲାଗି ବନ୍ଦ କରିଦିଆଯାଇଛି। ଫଳରେ ଦେଶ ଛାଡି ଯିବାକୁ ଅପେକ୍ଷା…