Browsing Tag

kabisurjyanagar

ରାଜ୍ୟର ୫ମ କରୋନା ଆକ୍ରାନ୍ତ ଭୁବନେଶ୍ୱର ରୁ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫ମ କରୋନା ଆକ୍ରାନ୍ତ । ୬୦ ବର୍ଷୀୟ ଏହି ବ୍ୟକ୍ତି ସୂର୍ଯ୍ୟନଗର ଅଞ୍ଚଳର ବୋଲି ଜଣାପଡିଛି । ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ତାଙ୍କ ନମୁନା ପରୀକ୍ଷା କରାଯିବ ପରେ ଏହା ପଜିଟିଭ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା…