ଜଷ୍ଟିସ ୟୁୟୁ ଲଳିତ ହେଲେ ଦେଶର ୪୯ତମ ପ୍ରଧାନ ବିଚାରପତି
ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ୟୁୟୁ ଲଳିତ । ତାଙ୍କ ନାମ ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣାଙ୍କ ଦ୍ବାରା ସୁପାରିଶ ହୋଇଥିଲା । ଆଜି ତାଙ୍କୁ ବିଧିବଦ୍ଧ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଲଳିତଙ୍କ ନିଯୁକ୍ତିକୁ…