ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଜଷ୍ଟିସ ଗୋଗୋଇ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟସଭାର ସାଂସଦ ଭାବେ ଦେଶର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଆଜି ଶପଥଗ୍ରହଣ କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଥିଲେ। ଆଜି ଜଷ୍ଟିସ ଗୋଗୋଇ ଶପଥ ନେବାବେଳେ ଦେଖିବାକୁ ମିଳିଥିଲା ବିରୋଧ ପ୍ରଦର୍ଶନ।…