Browsing Tag

July open the school

ଜୁଲାଇ ୧୯ରୁ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବାକୁ ଆଦେଶ, ସିନେମା ହଲ୍‌ ବି ଖୋଲିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଲା କରୋନା ମହାମାରୀର ଦ୍ଵିତୀୟ ପ୍ରକୋପ। ଆଶ୍ଵସ୍ତ ହେଲା ପ୍ରଶାସନ ଓ ଜନତ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସହରର ସ୍କୁଲ, ସିନେମା ହଲ୍, ରକ୍ ଗାର୍ଡେନ ଓ ସ୍ପା ସେଣ୍ଟର ଖୋଲିବାକୁ ମଞ୍ଜୁରୀ ମିଳିଛି। ମଙ୍ଗଳବାର ଏମିତି ନିଷ୍ପତ୍ତି ନେଇଛି ଚଣ୍ଡିଗଡ…