ଫେବୃଆରୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେବେ ଜେପି ନଡ୍ଡା
ଓଡିଶା ଫାଷ୍ଟ(ବ୍ୟୁରୋ): ଜେପି ନଡ୍ଡା ଆଗାମୀ ଫେବୃଆରୀରେ ଦଳର ଦାୟିତ୍ୱ ନେଇପାରନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେପି ନଡ୍ଡାଙ୍କୁ ଫେବୃଆରୀ ୧୯ରେ ଦାୟିତ୍ୱ ମିଳିପାରେ । ଫେବୃଆରୀ ୧୯ ପର୍ଯ୍ୟନ୍ତ ବିଜେପିର ୮୦ ପ୍ରତିଶତରୁ ଅଧିକ…