ସାମ୍ବାଦିକଙ୍କୁ ଆକ୍ରମଣ : ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୧ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ବିଝାଂରପୁର ବ୍ଲକ୍ ବାଛୋଳ ଗ୍ରାମରେ ସାମ୍ବାଦିକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୧ ଜଣ ଗିରଫ କରିଛି ପୋଲିସ । ଏ ନେଇ ଆଜି ଯାଜପୁର ଏସପି ସୂଚନା ଦେଇଛନ୍ତି । ଏହାସହ ରାଜନୈତିକ ହିଂସା ଓ ବିଶୃଙ୍ଖଳା କରିଥିବା ଅଭିଯୋଗରେ ୪୨ ଜଣ ଗିରଫ ହୋଇଥିବା…