ଯୋଡି ହୋଇଥିବା ଭ୍ରୂଲତା ମହିଳାମାନେ ହୋଇଥାନ୍ତି ଏଭଳି ସ୍ଵଭାବର, ସେ ଅନ୍ୟମାନଙ୍କ ପାଇଁ…
ସମୁଦ୍ର ଶାସ୍ତ୍ର ଅନୁଯାୟୀ, ମନୁଷ୍ୟର ପ୍ରକୃତି ଏବଂ ବ୍ୟକ୍ତିତ୍ୱର ଅନେକ ରହସ୍ୟ ତାଙ୍କ ଆଖିକୁ ଦେଖିଲେ ଜଣାପଡ଼ିଯାଇଥାଏ । ଏବଂ ଭ୍ରୂଲତାରୁ ଏହା ଜଣାପଡ଼ିଥାଏଯେ, ଜଣେ କେତେ ଭାଗ୍ୟଶାଳୀ । କିଛି ଲୋକଙ୍କ ଭ୍ରୂଲତା ଯୋଡି ହୋଇଥାଏ । ଏବଂ କାହାର ଛଡା ଛଡା ଥାଏ । ଏହିଭଳି ଭ୍ରୂଲତା ଦେଖିବାକୁ…