ହତ୍ୟାକାରୀ ଗିରଫ ଦାବିରେ ଶବ ରଖି ଗ୍ରାମବାସୀଙ୍କ ରାସ୍ତା ରୋକ
ଓଡ଼ିଶା ଫାଷ୍ଟ (ଯାଜପୁର ବ୍ୟୁରୋ): ଗତକାଲି ପାଣିକୋଇଲି ଠାରେ ଦୀପକ ଦଳାଇ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକ ର ଗ୍ରାମ
ଜେନାପୁର ଥାନା ଅଞ୍ଚଳର ସୋରେଇ ଗ୍ରାମର ବୋଲି ଜଣାପଡିଛି । ଦୀପକର ମୃତ୍ୟୁ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ…