ସେପ୍ଟେମ୍ବର ୩ରେ ଜେଇ ସିଭିଲ ମେନ ପରୀକ୍ଷା
ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହେବ ଜେଇ ସିଭିଲ ମେନ ପରୀକ୍ଷା ।ଅପରାହ୍ନ ୨ ଟାରୁ ୫ ପର୍ଯ୍ୟନ୍ତ ହେବ ପରୀକ୍ଷା। ମୋଟ ୨୦୦ ମାର୍କର ହେବ ପରୀକ୍ଷା। ମୋଟ ୨୦୦ ମାର୍କର ହେବ ପରୀକ୍ଷା। OMR ମୋଡ ମାଧ୍ୟମରେ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ୨୦୨୨ ର ଜେଇ (ସିଭିଲ୍) ପଦବୀ ପାଇଁ ଲିଖିତ ପରୀକ୍ଷା…