ବିଧାୟକ ଅରବିନ୍ଦ ଢାଲିଙ୍କୁ ଟ୍ୟୁସନ କଲେ ବବି ଓ ସଞ୍ଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୟଦେବ ବିଧାୟକ ଅରବିନ୍ଦଙ୍କ ଉପରେ ବର୍ଷିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ ସଞ୍ଜୟ ଦାସବର୍ମା । ଏଭଳି କିଛି ସୂଚନା ବିଶେଷ ସୂତ୍ରରୁ ମିଳିଛି । ସମସ୍ତ ସ୍ଥାନରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଖୋଦ ରାଜଧାନୀର ଜୟଦେବ…