ଅବପାତ ହୋଇ ମଧ୍ୟାହ୍ନରେ ପୁରୀ ପହଞ୍ଚିବ ‘ଜୱାଦ’
ଟଳିଗଲା ବିପଦ । ବାତ୍ୟା ନୁହେଁ ଆଜି ଅବପାତ ହୋଇ ପୁରୀ ଉପକୂଳ ଛୁଇଁବ ‘ଜୱାଦ’ । ଘଣ୍ଟାକୁ ୧୧ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି ଗଭୀର ଅବପାତ । ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ସେହିପରି ଗୋପାଳପୁର ଠାରୁ ଦକ୍ଷିଣରେ ୨୦୦ କିଲୋମିଟର, ପୁରୀ…