ବାପା ହେଲେ ବୁମରା
ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରା ବାପା ହୋଇଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଶ୍ରୀଲଙ୍କାରୁ ଏସିଆ କପ୍ ଛାଡି ମୁମ୍ବାଇ ଫେରିଥିଲେ ବୁମରା । ପୁତ୍ର ଜନ୍ମ ହେବା ନେଇ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି ବୁମରା ।ଫଟୋ ସେୟାର କରି ବୁମରା…