Browsing Tag

Japan

ଆତାମି ସହର ଉପରେ ମାଡ଼ିଗଲା ପାହାଡ଼, ଅନେକ ଲୋକ ନିଖୋଜ

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଜାପାନରେ ସହର ଉପରେ ମାଡ଼ିଗଲା ପାହାଡ଼। ମାଟି ଧସି ଆସି ପୋତି ପକାଇଲା ସବୁକିଛି। ଆତାମି ସହରରେ ଘଟିଛି ଏହି ଘଟଣା ଯାହାର ଚିତ୍ର ଦେଖିଲେ ଛାତି ଥରି ଉଠିବ। ୨୦ରୁ ଅଧିକ ନିଖୋଜ ଥିବାର ସୂଚନା ରହିଛି । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ,…

ବିଶେଷଜ୍ଞଙ୍କ ନୂଆ ତଥ୍ୟ: ଚର୍ମରେ ୯ ଘଣ୍ଟା ଯାଏଁ ସକ୍ରିୟ ରହୁଛି କରୋନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାକୁ ନେଇ ଜାପାନୀ ବିଶେଷଜ୍ଞମାନେ ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଛନ୍ତି। କୋଭିଡ ଭୂତାଣୁ ମଣିଷ ଚର୍ମରେ ୯ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ଏହାର ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବା ଏକ ମାତ୍ର ଅସ୍ତ୍ର। ଚର୍ମରେ ଅଧିକ ସମୟ କରୋନା ରହିଲେ ମଣିଷ ସୁସ୍ଥ…

ଜାପାନ ଉପକୂଳରେ ବୁଡିଗଲା ଗୋରୁ ବୋଝେଇ ଜାହାଜ, ୪୩ କର୍ମଚାରୀ ନିଖୋଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାପାନ ଉପକୂଳରେ ଏକ ମାଲବାହୀ ଜାହାଜ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ବୁଡିଯାଇଛି। ଏହି ଜାହାଜରେ ପ୍ରାୟ ୪୩ ଜଣ କର୍ମଚାରୀ ଓ ପ୍ରାୟ ୬ ହଜାର ଗୋରୁ ଥିଲେ। ଖବର ପାଇ ଜାପାନୀ କୋଷ୍ଟ ଗାର୍ଡ ଜଣକୁ ଉଦ୍ଧାର କରିଛି। ଗଲଫ ଲାଇଭଷ୍ଟକ-୧ ନାମକ ଏହି ଜାହାଜଟି ଜାପାନ…

ଜି୨୦ ସମ୍ମିଳନୀରେ ଯୋଗଦେବାକୁ ଓସାକାରେ ପହଞ୍ଚିଲେ ମୋଦି, ସାକ୍ଷାତକାର ପୂର୍ବରୁ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ଟ୍ୱିଟ୍‌

ଓଡିଶା ଫାଷ୍ଟ(ବ୍ୟୁରୋ): ଜାପାନର ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି । ଓସାକାଠାରେ ଆୟୋଜିତ ଏହି ସମ୍ମିଳନୀ‌ ଜୁନ ୨୮ ଓ ୨୯ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆୟୋଜିତ ମହତ୍ତ୍ୱପୂର୍ଣ୍ଣ ବହୁପକ୍ଷୀୟ ବୈଠକରେ ଯୋଗ…