କଶ୍ମୀରରେ ଦୁଇଟି ଏନ୍କାଉଣ୍ଟର୍ ଘଟଣାରେ ସାତ ଆତଙ୍କବାଦୀ ନିହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତୀୟ ଯବାନଙ୍କ ଗୁଳିରେ ୭ ଆତଙ୍କବାଦୀ ନିହତ ହୋଇଛନ୍ତି। ଦକ୍ଷିଣ କଶ୍ମୀରରେ ଦୁଇଟି ସ୍ଥାନରେ ଭୀଷଣ ଗୁଳିବିନିମୟ ଘଟି ସମୁଦାୟ ସାତଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ଏହି ଏନ୍କାଉଣ୍ଟର୍ ଏବେ ମଧ୍ୟ ପାମ୍ପୋର୍ ଏବଂ ଶୋପିଆଁରେ…