ଭାରତୀୟ ସେନାର ସଫଳତା; ୩ ଆତଙ୍କବାଦୀ ନିପାତ
ଜାମ୍ମୁ-କାଶ୍ମୀରରେ ଆକ୍ସନ ମୁଡ଼ରେ ସୁରକ୍ଷାବଳ । କାଶ୍ମୀର ପଣ୍ଡିତଙ୍କ ହତ୍ୟାର ବଦ୍ଲା ନେଲା ସେନା । ସୋପିଆନରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ଭାରତୀୟ ସେନା । ଏମାନେ ଲସ୍କର-ଏ-ତୈବାର ଆତଙ୍କବାଦୀ ସଂଗଠନର ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ…