Browsing Tag

jaligala mahila

ରାଜଧାନୀରେ ଜିଅନ୍ତା ଜଳିଲେ ମହିଳା

ମଞ୍ଚେଶ୍ବର ଥାନା ପଳାଶୁଣି କପିଳେଶ୍ବର ବିହାରରେ ଅଘଟଣ। ରାତି ଅଧରେ ଲେନ ନମ୍ବର ତିନିରେ ଭଡା ଘରେ ଜିଅନ୍ତା ଜଳିଲେ ମହିଳା। ତେବେ ଜଳିଯାଇଥିବା ମହିଳା ଜଣକ ହେଉଛନ୍ତି ପ୍ରୀତି ପ୍ରଜ୍ଞା ପରିଜା । ମହିଳା ଜଣକ ଜଳୁଥିବା ଅବସ୍ଥାରେ ପଡୋଶୀଙ୍କୁ ଉଦ୍ଧାର କରିବା ପାଇଁ ଡାକ ପକାଇଥିଲେ । ଏନେଇ ଖବର…