ଜଳିଗଲା ଯାଜପୁର ପୌରପାଳିକା ଗୋଦାମଘର
ଯାଜପୁର ଟାଉନରେ ଥିବା ଯାଜପୁର ପୌରପାଳିକାର ଗୋଦାମ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏହାଫଳରେ ମଶା ତେଲ ସହ ବସ୍ତାବସ୍ତା ବିଂଚିଙ୍ଗ ପାଉଡର ଜଳିଯାଇଛି। ଯାଜପୁର ଟାଉନ୍ ମଧ୍ୟରେ ଥିବା ଯାଜପୁର ପୌରପାଳିକାର ଗୋଦାମ ଘରେ କୌଣସି କାରଣବଶତଃ ନିଆଁ ଲାଗିଯିବ ଫଳରେ ପୌରପାଳିକା…