Browsing Tag

jail

ମୁକୁଳିବେ ୨୬ ଆଜୀବନ କଏଦୀ

ଭୁବନେଶ୍ୱର : ଜେଲ୍ ରୁ ମୁକୁଳିବେ ୨୬ ଆଜୀବନ କଏଦୀ । ବିଭିନ୍ନ ଅପରାଧ କରି ଆଜୀବନ ପାଇଁ ଜେଲକୁ ଯାଇଥିବା କଏଦୀକୁ ମିଳିବ ମୁକ୍ତି । ରାଜ୍ୟର ୧୫ ଜେଲ୍ରୁ ମୁକୁଳିବେ ୨୬ କଏଦୀ । ଏବାବଦରେ ଜେଲ୍ ବିଭାଗ ପକ୍ଷରୁ ରାଜ୍ୟର ୧୫ ଜେଲ୍ କୁ ଚିଠି କରାଯାଇଛି । ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର…