Browsing Tag

Jagannath temple

ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ଆଜି ବଡ଼ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ। ନରେନ୍ଦ୍ର ପୁଷ୍କରିଣୀ ଢାଂଚାରେ ଦୁଇଟି ଜଳକୁଣ୍ଡରେ ୨୧ ଦିନ ଧରି  ଶ୍ରୀଜିଉଙ୍କ ନୌକାବିହାର ହେବ। ଏଥିପାଇଁ ଶ୍ରୀମନ୍ଦିର ଭିତରେ ଦୁଇଟି ଅସ୍ଥାୟୀ ଜଳକୁଣ୍ଡ…

ୟେସ୍ ବ୍ୟାଙ୍କରୁ କାଲି ଉଠିବ ଶ୍ରୀଜଗନ୍ନାଥଙ୍କ ପ୍ରଥମ ପର୍ଯ୍ୟାୟ ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟେସ୍ ବ୍ୟାଙ୍କରେଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଆସନ୍ତାକାଲି ଫେରିବ। ୟେସ୍ ବ୍ୟାଙ୍କରୁ ଉଠାଇ ଏହି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଫେରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ…

ଶ୍ରୀମନ୍ଦିର ଭିତରେ ସେଲ୍‌ଫି ନେବା ବେଳେ ଧରା ପଡ଼ିଲେ ସୁରକ୍ଷାକର୍ମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନ ନେବା ନେଇ କଟକଣା ଜାରି କରାଯାଇଛି । କିନ୍ତୁ ଅନେକ ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଘଟଣା ନଜରକୁ ଆସେ । ନୂଆବର୍ଷରେ ଜଗନ୍ନାଥ ଦର୍ଶନ ପାଇଁ ଲକ୍ଷ ଲକ୍ଷ…

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ, ବିରୋଧ କଲେ ପୁରୀ ଗୋବର୍ଦ୍ଧନ ପୀଠ ଓ ହିନ୍ଦୁ ମହାସଭା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ ସେଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ପାଳିଵାକୁ ସହରକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିଥିବାବେଳେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ…

ରତ୍ନଭଣ୍ଡାର ଚାବି ହଜିବା ଘଟଣା, ନୂଆ ରହସ୍ୟ ଖୋଲିଲେ ବିଦାୟୀ ନୀତି ପ୍ରଶାସକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଜଷ୍ଟିସ ରଘୁବୀର ଦାସ ଗତ ଶୁକ୍ରବାର ୩୨୪ ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଗୃହ ବିଭାଗର ଉପସଚିବଙ୍କ ନିକଟରେ ଦାଖଲ କରିଥିଲେ । ରିପୋର୍ଟରେ କ’ଣ ରହିଛି ତାହା ଉପରେ ଏବେ ନଜର ରହିଥିବା ବେଳେ ସୋମବାର ବିଦାୟୀ ନୀତି ପ୍ରଶାସକ…

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ : ଜବାବ ଦାଖଲ କଲେ ଆଉ ୫ ସେବକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମ ବିଭ୍ରାଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆଉ ୫ ସେବକ ଜବାବ ଦାଖଲ କରିଛନ୍ତି । କାଶୀନାଥ ଦାସମହାପାତ୍ର, ଜୟକୃଷ୍ଣ ଦାସମହାପାତ୍ରଙ୍କ ସମେତ ୫ ସେବକ ଜବାବ ଦାଖଲ କରିଥିବା ବେଳେ ଜଣେ ଦଇତାପତି ଅସୁସ୍ଥତା କାରଣରୁ ପୁରୀ ବାହାରେ ଥିବାରୁ ଏଥିପାଇଁ ସମୟ…

ବ୍ରହ୍ମ ବିଭ୍ରାଟର ମୁଖ୍ୟଙ୍କ ମୁଖା ଖୋଲିଲା

ଫଟୋ: ସୌଜନ୍ୟ ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ବାଦ ବିବାଦ ପରେ ସମଗ୍ର ଜଗନ୍ନାଥ ପ୍ରେମୀଙ୍କ ମନରେ କୁଠାରଘାତ କରିଥିବା ନବକଳେବର ବ୍ରହ୍ମ ବିଭ୍ରାଟ ଉପରୁ ଶେଷରେ ପରଦା ହଟିଛି । ବ୍ରହ୍ମ ବିଭ୍ରାଟର ମୁଖ୍ୟ ଅଭିଯୁକ୍ତ ଭାବେ ଦଇତାପତି ନିଯୋଗ ସଂପାଦକ…

ଶ୍ରୀଜୀଉଙ୍କ ବ୍ରହ୍ମ ବିଭ୍ରାଟ ଘଟଣା, ୧୧ ସେବାୟତଙ୍କୁ ନୋଟିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀଜଗନ୍ନାଥଙ୍କ ନବକଳେବର ବେଳେ ଭକ୍ତଙ୍କ ଭାବାବେଗ ସହ ଖେଳି ବିଭ୍ରାଟ ସୃଷ୍ଟି କରିଥିବା ଜଣେ ମହାରଣା ସେବକ ଏବଂ ୧୦ ଦଇତାପତି ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ସେମାନଙ୍କ ଉତ୍ତରରେ ଶ୍ରୀମନ୍ଦିର ପ୍ରଶାସନ ଯଦି ସନ୍ତୁଷ୍ଟ ନ ହୁଏ…

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସି ଜଗନ୍ନାଥ ଦର୍ଶନ ପାଇଁ ଯାଇଥିବା ବେଳେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଅସମ୍ମାନ…