କାଲିଠାରୁ ମିଳିବ ଜଗା ଦର୍ଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ତାଳମୁହାଁ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଫେବ୍ରୁଆରୀ ୧ତାରିଖରୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ନେଇ ସହମତି ପ୍ରକାଶ ପାଇଥିଲା । ତେବେ ଆଜି ଶ୍ରୀମନ୍ଦିର…