ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ଆରମ୍ଭ ହେବ ମତାମତ ସଂଗ୍ରହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭକ୍ତଙ୍କ ପାଇଁ ଖୋଲିବ ଜଗନ୍ନାଥଙ୍କ ଦୁଆର । ପୁଣି ମିଳନ ହେବ ଭକ୍ତ ଓ ଭଗବାନଙ୍କର । ଶ୍ରୀମନ୍ଦିର ସାଧାରଣ ଭକ୍ତ ମାନଙ୍କ ପାଇଁ ଖୋଲାଯିବା ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ପାଇବା ପରେ କାଲିଠାରୁ ମତାମତ ସଂଗ୍ରହ ଏବଂ ବିଚାର ବିମର୍ଶ ଆରମ୍ଭ କରିବ…