ଆଇଇଡି ବିସ୍ଫୋରଣରେ ଦୁଇ ଆଇଟିବିପି ଯବାନ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଣିପୁରରେ ଏକ ଆଇଇଡି ବିସ୍ଫୋରଣରେ ଆଇଟିବିପିର 2 ଜଣ ଯବାନ ଆହତ ହୋଇଛନ୍ତି । ଇମ୍ଫାଲରୁ ୪୫ କି.ମି. ଦୁର କାକାସିଙ୍ଗ ଜିଲ୍ଲାର ବାଂଗୁ ତେରା ଅଞ୍ଚଳରେ ସନ୍ଧ୍ୟା ୮ଟାରେ ଏହି ବିସ୍ଫୋରଣ ଘଟିଥିଲା।
ଆହତ ହୋଇଥିବା କନଷ୍ଟେବଲ ଗୌରବ ରାୟ ଓ ଗିରିଜା ଶଙ୍କର ରାୟ…