ଆଜି ଦୋଳ ପୂର୍ଣ୍ଣିମା, କାହିଁକି ପାଳନ ହୁଏ ଏହି ପର୍ବ , ଏହାର ମାହାତ୍ମ୍ୟ
ଫାଲଗୁନ ମାସ ଶୁକ୍ଳ ଦଶମୀରୁ ଓଡିଶା ରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ । ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଏହିଁ ପର୍ବ ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ ।
ଦୋଳ ପୂର୍ଣ୍ଣିମା :
ଏହି…