ଭୟଙ୍କର ସ୍ଥିତିରେ ଇଟାଲୀ : ମୃତ୍ୟୁ ସଂଖ୍ୟା ୭,୫୦୦, ୫୦୦୦ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୟଙ୍କର ସ୍ଥିତି ଦେଇ ଅତିକ୍ରମ କରୁଛି ଇଟାଲୀ । ଇଟାଲୀରେ ମୃତ୍ୟୁ ସଂଖ୍ୟା ୭,୫୦୦ ଡେଇଁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୪,୩୮୬ରେ ପହଁଚିଛି । ସଂକ୍ରମିତଙ୍କ ମଧ୍ୟରେ ୫,୦୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ସ୍ୱାସ୍ଥ୍ୟକର୍ମୀମାନେ ସଂକ୍ରମିତ ହେଉଥିବାରୁ…