ଚର୍ଚ୍ଚାରେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ଛାଡପତ୍ର
କିଛି ଦିନ ହେଲାଣି ପତ୍ରକାର ତଥା ଏକ ଟେଲିଭିଜନ୍ ଶୋ ପରିଚାଳକ ଥିବା ଇଟାଲୀର ପ୍ରଧାନ ମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ପାର୍ଟନର ଲିଙ୍ଗଗତ ବୈଷମ୍ୟତାକୁ ନେଇ ଦେଇଥିବା ଟିପ୍ପଣୀ କାରଣରୁ ଅନେକ ସମାଲୋଚନାର ଶିକାର ହେବାର ଦେଖିବାକୁ ମିଳିଥିଲା । ଜର୍ଜିଆ ଗତ ଶୁକ୍ରବାର ନିଜ ସାଥୀ ଏଣ୍ଡ୍ରିଆ…