Browsing Tag

it will resume from the second half

ଆସନ୍ତକାଲି ହୋଲି ପାଇଁ ସକାଳୁ ବନ୍ଦ ରହିବ ମୋ’ ବସ୍ ସେବା, ଦ୍ୱିତୀୟାର୍ଦ୍ଧରୁ ପୁଣି ଚାଲିବ

ଆସନ୍ତକାଲି ମାର୍ଚ୍ଚ ୮ ତାରିଖ ହୋଲି ଉତ୍ସବକୁ ଦୃଷ୍ଟିରେ ରଖି ମୋ' ବସ୍ ଚଳାଚଳ ଉପରେ କଟକଣା ଲଗାଯାଇଛି। ହୋଲି କାରଣରୁ କାଲି ସକାଳୁ ରାଜଧାନୀ ଭୁବନେଶ୍ବର ଓ ରାଉରକେଲାରେ ଚଳାଚଳ କରୁଥିବା ମୋ ବସ ବନ୍ଦ ରହିବ। କ୍ରୁଟ୍‌ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅପଲୋଡ୍‌ କରାଯାଇଥିବା ସଂଶୋଧିତ…