ଆସୁଛି ଲଘୁଚାପ, ବାତ୍ୟାରେ ପରିଣତ ହେବକି ନାହିଁ ସ୍ପଷ୍ଟ ହୋଇନାହିଁ
ଦକ୍ଷିଣ ବଙ୍ଗୋପସାଗରରେ ମାଡି ଆସୁଛି ଲଘୁଚାପ । ମେ ୫ପାଖାପାଖିରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲଘୁଚାଚାପ କ୍ଷେତ୍ର ଅବପାତର ପରିଣତ ହୋଇପାରେ ବୋଲି ସେ କହିଛିନ୍ତି ।
ଏହା ସହିତ ସେ…