ବିଧାୟକ ପ୍ରତାପ ଜେନାଙ୍କୁ ସମନ ଜାରି
ଚଳିତ ମାସ ୩୧ ତାରିଖରେ ସାଲେପୁର ଏସଡିଜେଏମଙ୍କ ଅଦାଲତରେ ହାଜର ପାଇଁ ବିଧାୟକ ପ୍ରତାପ ଜେନାଙ୍କୁ ସ୍ପେଶାଲ୍ ମେସେଞ୍ଜର ଦ୍ୱାରା ସମନ୍ ଜାରି କରାଯାଇଛି। ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ ଆସନ୍ତା ଅକ୍ଟୋବର ୩୧ତାରିଖରେ ହାଜର୍ ହେବା ପାଇଁ ମାହାଙ୍ଗା ବିଧାୟକ…