Browsing Tag

Isro launches 36 OneWeb satellites in 1st commercial launch for LVM-3

ଇତିହାସ ରଚିଲା ଇସ୍ରୋ, ସବୁଠାରୁ ଓଜନିଆ ରକେଟ୍ ଏଲ୍‌ଏମ୍‌ଭି-୩ ସାହାଯ୍ୟରେ ୩୬ଟି ଉପଗ୍ରହର କଲା ସଫଳ ଉତ୍‌କ୍ଷେପଣ

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା-ଇସ୍ରୋ ପୁଣି ଇତିହାସ ସୃଷ୍ଟି କରିଛି। ଏହାର ସବୁଠାରୁ ଓଜନିଆ ରକେଟ୍ ଏଲ୍‌ଏମ୍‌ଭି-୩ ସାହାଯ୍ୟରେ ଏକ ଥରକେ ୩୬ଟି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ୩୬ଟି ଉପଗ୍ରହର ସଫଳ…