୨୪ ଘଣ୍ଟା ମଧ୍ୟରେ ଗାଜା ଛାଡିବାକୁ ଇସ୍ରାଏଲର ଚେତାବନୀ
ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ହଜାର ହାଜର ଲୋକଙ୍କ ମୃତ୍ୟୁ ଘଟିଲାଣି । ହମାସ ଆତଙ୍କୀଙ୍କୁ ମୂଳରୁ ନିପାତ କରିବା ଦମ ନେଇ ଅଣ୍ଟା ଭିଡିଛି ଇସ୍ରାଏଲ ।
ଇସ୍ରାଏଲ ସେନା ଏବେ ଗାଜା ଅଭିମୁଖେ । ଗାଜାକୁ ନିଜ କବଜାକୁ ନେବା ପାଇଁ…