ଭାଇରାଲ ହେଉଛି ଇଶାଙ୍କ ବାହାଘର କାର୍ଡ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଈଶା, ପରୀମଲ ଗ୍ରୁପ ଅଫ କମ୍ପନିଜର ଚେୟାରମ୍ୟାନଙ୍କ ପୁଅ ଆନନ୍ଦ ପରୀମଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଡିସେମ୍ବର ୧୨ରେ ଉଭୟଙ୍କ ବିବାହ ମୁମ୍ବାଇଠାରେ ଅନୁଷ୍ଠିତ ହେବ । ଉଭୟ ପରିବାର ଲୋକେ…