ଆପଣଙ୍କ ପିଲା ପାଠ ପଢିବାରେ ମନ ଦେଉନାହାନ୍ତି କି ? ଏହି ଟିପ୍ସ ଆପଣାନ୍ତୁ, ଆପଣଙ୍କ ପିଲା ମନ ଦେଇ ପାଠ ପଢିବେ
ଏକାଠି ଗ୍ରୁପ୍ ହୋଇ ବସି ପାଠ ପଢ଼ିବା ପିଲାଙ୍କ ପାଇଁ ବହୁତ ଭଲ। ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ବୃଦ୍ଧି ପାଇଥାଏ। ଏକୁଟିଆ ପଢ଼ିବା ବଦଳରେ ସାଙ୍ଗମାନଙ୍କ ସହ ଏବଂ ଘରେ ଭାଇଭଉଣୀଙ୍କ ସହ ପାଠ ପଢ଼ିବା ପିଲାଙ୍କ ପାଇଁ ବହୁତ ଭଲ।
ଯଦି ଏକାଠି ପଢ଼ନ୍ତି ତେବେ ସେମାନେ ନିଜ…