କଂଗ୍ରେସରେ ଯୋଗଦେବେ କି ଦାମ ବାବୁ ?
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ହେବ ନିଜ ବେଲଗାମ ତୁଣ୍ଡ ପାଇଁ ଲଗାତାର ଭାବେ ଓଡ଼ିଶା ରାଜନୈତିକ ମହଲ ଓ ନିଉଜରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଛନ୍ତି ଡାକ୍ତର ଦାମୋଦର ରାଉତ । କେବଳ ଗତ କିଛିଦିନ ହେବ ନୁହେଁ ପୂର୍ବରୁ ମଧ୍ୟ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ବାବୁ ନିଜର…