Browsing Tag

IPS Officer DS Kutey Posted As OSD In Home Dept

ଡିଏସ୍ କୁଟ୍ଟେ ହେଲେ ଓଏସଡି

ଆଶିଷ ସିଂଙ୍କ ପରେ ଏବେ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ବଦଳି । ଡିଏସ୍ କୁଟ୍ଟେଙ୍କୁ ଗୃହ ବିଭାଗ ଓଏସଡି ଭାବେ ମିଳିଲା ନୂଆ ଦାୟିତ୍ୱ । କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ନିଲମ୍ବନ ହଟିବା ପରେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ୨୦୨୪ ସାଧାରଣ…