କାର୍ଯ୍ୟରେ ଅବହେଳା ଏବଂ ହିତାଧିକାରୀଙ୍କୁ ହଇରାଣ କରୁଥିବାରୁ ନିଲମ୍ବିତ ହେଲେ IPO
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ମୋ ସରକାର ମତାମତ ଆଧାରରେ ନିଲମ୍ବିତ ହେଲେ ଇଣ୍ଡଷ୍ଟ୍ରିଆଲ ପ୍ରମୋସନ ଅଫିସର। ବାଲେଶ୍ୱରର IPO ଆଲୋକ ନାୟକ ହେଲେ ନିଲମ୍ବିତ। କ୍ଷୁଦ୍ର ଶିଳ୍ପ…