ଆଜିଠୁ IPLର ମେଗା ନିଲାମ
ଓଡିଶା ଫାଷ୍ଟ : ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟି-୨୦ ଚୁର୍ଣ୍ଣାମେଣ୍ଟ IPL । ନୂଆ ରୂପରେ ନୂଆ ଢଙ୍ଗରେ ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍କୁ ଦେଖିବାକୁ ମିଳିବ । ଆଇପିଏଲର ୧୫ତମ ସଂସ୍କରଣ ପାଇଁ ଆଜିଠୁ ବେଙ୍ଗାଲୁରୁରେ ଆରମ୍ଭ ହେବେ ନିଲାମ ପ୍ରକ୍ରିୟା । ଆଜି ଓ ଆସନ୍ତାକାଲି ଏହି ନିଲାମ…