କିଛି ରାଜ୍ୟରେ ଗଣତନ୍ତ୍ର ଦିବସରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ, ଆଲର୍ଟ ଜାରି କଲା ଇଣ୍ଟେଲିଜେନ୍ସ ବ୍ୟୁରୋ
ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ, ପଞ୍ଜାବ ସମେତ ଦେଶର ଅନ୍ୟ କିଛି ସହରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି । ଭାରତର ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ ଏ ସମ୍ପର୍କରେ ଆଲର୍ଟ ଜାରି କରିଛି । ଏହି ଆଲର୍ଟରେ କୁହାଯାଇଛି ଯେ ଦେଶର କିଛି ପ୍ରମୁଖ ସହରରେ ଆତଙ୍କବାଦୀ ଆକ୍ରମଣ…