Browsing Tag

inquiry byDDMS

ତାଳଚେରରେ ମାଟି ଦବିବା ଘଟଣାର ଅନୁଧ୍ୟାନ କଲେ ଡି.ଡି.ଏମ୍‌.ଏସ୍‌

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ତାଳଚେର ପୌରାଞ୍ଚଳ ସଦର ଥାନା ସମ୍ମୁଖସ୍ଥ ଶାନ୍ତିଲତା ବାଇଙ୍କ ବାସଭବନ ଚଟାଣ ବୁଧବାର ୪ ଫୁଟ ଦବିଯିବା ପରେ ସହରବାସୀଙ୍କ ସୁରକ୍ଷା ଓ ଭୂତଳ ଖଣିରେ ବାଲି ଫିଲିଂ ଦାବିରେ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଥିବା ତାଳଚେର ବନ୍ଦ ଡାକରା ର ସେପରି ପ୍ରଭାବ…