୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣା; କଡ଼ା ଭାଷାରେ ନିନ୍ଦା କରିଛନ୍ତି ସାଂସଦ ମାନସ ମଙ୍ଗରାଜ
୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି ଓଡ଼ିଶାବାସୀ ଶାନ୍ତି ଓ ସଦଭାବନାରେ ବିଶ୍ବାସ ରଖନ୍ତି । ଏଭଳି ଘଟଣାକୁ କେବେ ବି ସହିବେନି ଓଡ଼ିଶାବାସୀ । ଏଭଳି ଘଟଣା ରାଜ୍ୟର ମୁଲ୍ୟବୋଧ ଓ ସଂସ୍କୃତିକୁ ବିପଦ ପକାଉଛି ।…