Browsing Tag

information about Rs 1 crore seized

ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କାର୍ଯ୍ୟାଳୟରେ ED ରେଡ, ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଥିବା ସୂଚନା

ସରିଲା ED ରେଡ। ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଆଗକୁ ଏହାର ପରିମାଣ ବଢିବା ସମ୍ଭାବନା ରହିଛି । ୯୦୦ କୋଟିର ଠକେଇ କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କାର୍ଯ୍ୟାଳୟ ଉପରେ ଗତକାଲି ସକାଳୁ ହୋଇଥିବା ରେଡ ଆଜି ଭୋରରୁ ସରିଛି । ଭୁବନେଶ୍ୱର, ଛତ୍ରପୁର, ଦିଗପହଣ୍ଡି…