ଭଦ୍ରକ ୫କରୋନା ଆକ୍ରାନ୍ତଙ୍କ ତଥ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକର ୫କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ
କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟ ଅନୁଯାୟୀ ଭଦ୍ରକର ସମସ୍ତ କରୋନା ଆକ୍ରାନ୍ତ ପୁରୁଷ । ପେସେଣ୍ଟ ନମ୍ବର ୬୨,୬୩,୬୪,୬୫ ଓ ୬୬ ଙ୍କ ବୟସ ଯଥାକ୍ରମେ ୪୮, ୫୫, ୫୭, ୫୮ ଏବଂ…