Browsing Tag

IndiGo passenger vomits blood

ଜରୁରୀକାଳୀନ ଲ୍ୟାଣ୍ଡିଂ କଲା ଇଣ୍ଡିଗୋ ବିମାନ

ମଝି ଆକାଶରେ ବିମାନରେ ଯାତ୍ରୀଙ୍କର ହେଲା ରକ୍ତ ବାନ୍ତି। ଏହାପରେ ବିମାନକୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଥିଲା। ହେଲେ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ଗୁରୁତର ଯାତ୍ରୀଜଣଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ପାରିଲାନି। ଗତକାଲି ମୁମ୍ବାଇରୁ ଏକ ଇଣ୍ଡିଗୋ ବିମାନ ରାଞ୍ଚି ଅଭିମୁଖେ ଯାତ୍ରା…