Browsing Tag

indictment alleges misconduct

ଅସଦାଚରଣ ଅଭିଯୋଗରେ ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଚାର୍ଜସିଟ

ମୁମ୍ବାଇ: ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଚାର୍ଜସିଟ। ଯୌନ ଉତ୍ପିଡ଼ନ ମାମଲାରେ ତାଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଛି। ୨୦୨୦ରେ ପଞ୍ଜୀକୃତ ହୋଇଥିବା ମାମଲାରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ପୋଲିସ ଏକ ଚାର୍ଜସିଟ ଦାଖଲ କରିଛି। ଗଣେଶ ଆଚାର୍ଯ୍ୟଙ୍କ ନାମରେ ଜଣେ ମହିଳା କୋ-ଡ୍ୟାନସ…