ଦେଶରେ ଗଡ଼ିଲା ପ୍ରଥମ ରାପିଏଡେକ୍ସ ଟ୍ରେନ୍ : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଦେଶକୁ ମିଳିଲା ପ୍ରଥମ ରାପିଡ୍ଏକ୍ସ ଟ୍ରେନ୍ । ସୁଦୃଢ ହେବ ଦେଶର ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ର । ଏହାସହ ପରିବର୍ତ୍ତନ ଆଣିବ ରାପିଡଏକ୍ସ ଟ୍ରେନ୍ 'ନମୋ ଭାରତ' । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଯାହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…